Support

Breaking News

How to Link Aadhaar On IRCTC| Odia Tech

ପୂର୍ବରୁ ଆମେମାନେ IRCTC ରୁ ଗୋଟିଏ ମାସ ମଧ୍ୟରେ  ୬ଟି Online ticket ବୁକିଂ କରିପାରୁଥିଲେ କିନ୍ତୁ ଆଧାର କାର୍ଡ IRCTC ଆକାଉଣ୍ଟ୍ ସହିତ ଲିଙ୍କ୍ କରିବା ଦ୍ଵାରା ଗୋଟିଏ ମାସ ମଧ୍ୟରେ ୧୨ଟି ଟିକେଟ ବୁକିଂ କରିପାରିବା।

ଆସନ୍ତୁ ଜାଣିବା IRCTC ଆକାଉଣ୍ଟ୍ ସହିତ ଆଧାର କାର୍ଡ କିପରି ଲିଙ୍କ୍ କରିବେ।

1. ସର୍ବପ୍ରଥମେ IRCTC ୱେବସାଇଟକୁ ଯାଇ ସେଠାରେ ଆପଙ୍କର ଆକାଉଣ୍ଟ୍ Log In/ Sign In କରନ୍ତୁ ।

How to Link Aadhaar On IRCTC| Odia Tech2. ଏହା ପରେ Profile ଟ୍ୟାବ୍ ରେ କ୍ଲିକ କରନ୍ତୁ ଓ Aadhaar Card Kyc କୁ କ୍ଲିକ୍ କରନ୍ତୁ।

3.  ଆପଙ୍କର ଆଧାର ନମ୍ବର ଇଣ୍ଟର କରି, SEND OTP  ଉପରେ କ୍ଲିକ୍ କରନ୍ତୁ। OTP ଇଣ୍ଟର କରି ସାରିବା ଆପଙ୍କର ଆଧାର IRCTC ରେ ଅପଡେଟ ହୋଇଯିବ।

3. କିନ୍ତୁ ମନେ ରଖନ୍ତୁ ଏହା ଦ୍ୱାରା ଆପଣ 6 ରୁ ଅଧିକ ଟିକେଟ୍ ବୁକିଂ କରିପାରିବେ ନାହିଁ, ଏହା ପାଇଁ ଆପଣକୁ ଆଉ ଜଣେ ପାସେଞ୍ଜର୍ ଆପଙ୍କର ମାଷ୍ଟର ଲିଷ୍ଟ ରେ ଏଡ କରିବାକୁ ପଡିବ।

4. ଯଦି ଆପଣଙ୍କର ମାଷ୍ଟର ଲିଷ୍ଟ ରେ କୌଣସି ପାସେଞ୍ଜର୍ ନାଁ ରହିଛ ତେବେ ତାକୁ ଏଡିଟ କରି ତାଙ୍କର ଆଧାର ନମ୍ବର ଅପଡେଟ କରିଦିଅନ୍ତୁ।

5. ଏଠାରେ କହିରଖୁଛି ଯେ ମାଷ୍ଟର ଲିଷ୍ଟ କୁ ଅନଲାଇନ ଟିକେଟ୍ ବୁକିଂ କରିବା ପୂର୍ବରୁ ଅପଡେଟ କରିନିଅନ୍ତୁ ତେବେ ଆପଣ 6 ରୁ ବେଶି ଟିକେଟ ବୁକ କରିପାରିବେ।

No comments