Support

Breaking News

ଅନଲାଇନ୍ ଆଧାର କାର୍ଡ ସହ ପ୍ୟାନ କାର୍ଡକୁ କେମିତି ଲିଙ୍କ୍ କରିବେ| how to link Aadhaar card with PAN card


ସରକାର ଆଧାର ଲିଙ୍କ୍‌ର ଶେଷ ତାରିଖ ଡିସେମ୍ବର ୩୧କୁ ଧାର୍ଯ୍ୟ କରିଥିଲେ ମଧ୍ୟ ଗ୍ରାହକ ଏବଂ କରଦାତାଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଧାର ଏବଂ ପ୍ୟାନ୍‌ ନମ୍ବର ଲିଙ୍କ୍‌ର ଶେଷ ତାରିଖକୁ ୩ ମାସ ବଢ଼ାଇ ଦେଇଛନ୍ତି।  ମାର୍ଚ୍ଚ ୩୧, ୨୦୧୮ ତାରିଖ ସୁଦ୍ଧା କରଦାତା ଏବଂ ସମସ୍ତ ଗ୍ରାହକ ବ୍ୟାଙ୍କ୍‌ ଆକାଉଣ୍ଟରେ ଆଧାର ଏବଂ ପ୍ୟାନ୍‌ କାର୍ଡ ସଂଯୋଗ କରିବାକୁ କୁହାଯାଇଛି।


ଅନଲାଇନ୍ ଆଧାର କାର୍ଡ ସହ ପ୍ୟାନ କାର୍ଡକୁ କେମିତି ଲିଙ୍କ୍ କରିବେ
*  https://incometaxindiaefiling.gov.in/home ଲଗ୍ ଅନ୍ କରନ୍ତୁ।
*."Link Aadhaar " ଲିଙ୍କ୍ ଆଧାର ଉପରେ କ୍ଲିକ୍ କରନ୍ତୁ

* ଏହା ପରେ ଆପଣ ନାଁ, ଜନ୍ମ ତାରିଖ, ପ୍ୟାନ, ଆଧାର ନମ୍ବର କୁ ଫର୍ମ ରେ ପୂରଣ କରନ୍ତୁ। ମନେରଖନ୍ତୁ ଆପଙ୍କର ଆଧାର କାର୍ଡ ଓ ପ୍ୟାନ କାର୍ଡ ରେ ଥିବା ନାଁ ସମାନ୍ ହୋଇଥିବା ଦରକାର।
* ଫର୍ମ ପୂରଣ କରିସାରିବା ପରେ captcha Image/ code ଇଣ୍ଟର କରି Link Aadhaar ଉପରେ କ୍ଲିକ୍ କରନ୍ତୁ।


SMS / Message ମାଧ୍ୟମରେ ଆଧାର କାର୍ଡ ସହ ପ୍ୟାନ କାର୍ଡକୁ କେମିତି ଲିଙ୍କ୍ କରିବେ? 

Sms ଦ୍ଵାରା ଲିଙ୍କ୍ କରିବା ପାଇଁ ଟାଇପ କରନ୍ତୁ UIDPAN< ଆଧାର ନମ୍ବର >ପ୍ୟାନ କାର୍ଡ ନମ୍ବର > ଲେଖି 567678 କିମ୍ଵା 56161 କୁ ମେସେଜ ପଠେଇଦିଅନ୍ତୁ।

No comments