Support

Breaking News

ସୋସିଆଲ୍‌ ମିଡିଆରେ ବ୍ୟବହାର ହେଉଥିବା ୧୦ଟି ସାଧାରଣ କୋଡ୍‌ର ଅର୍ଥ


ଆଜିକାଲି ସୋସିଆଲ ମିଡିଆର ମହତ୍ତ୍ୱ ରହିଛି ତାହା ଜଣାଇବାକୁ ପଡିବ ନାହିଁ ସୋସିଆଲ ମିଡିଆକୁ ଠିକ୍ ଭାବେ ବ୍ୟବହାର କରିବା ପାଇଁ ତଥା ଅନ୍ୟମାନଙ୍କ କଥାକୁ ବୁଝିବା ପାଇଁ କିଛି କୋଡ୍ ବିଷୟରେ ଜାଣିବାକୁ ପଡିବ ଆଜି ଆମେ ସୋସିଆଲ୍ ମିଡିଆରେ ବ୍ୟବହାର ହେଉଥିବା କେତେକ ସାଧାରଣ କୋଡ୍ ଅର୍ଥ ପ୍ରଦାନ କରୁଛୁ


ଟିଏଲ୍ଡିଆର୍ (TLDR) :ଟୁ ଲଙ୍ଗ୍ ଡିଡ୍ନଟ୍ ରିଡ (Too long; didn't read)
ଟିଏଫ୍ଟିଏଫ୍ (TFTF) :ଥ୍ୟାଙ୍କ୍ ଫର୍  ଫଲୋ (Thanks For The Follow)
ଏସ୍ଏମ୍ଏଚ୍ (SMH):ଶେକିଙ୍ଗ୍ ମାଇଁ ହେଡ୍ (shaking my head )ପିଓଟିଡି (POTD) :ଫଟୋ ଅଫ୍  ଡେ(Photo of the Day)
ଓଓଟିଡି (OOTD):ଆଉଟ୍ଫିଟ୍ ଅଫ୍  ଡେ (Outfit Of the Day)
ଓଏଚ୍ (OH) : ଓଭର୍ହାର୍ଡ  ( overheard)ଆଇଜି (IG) :ଇନ୍ଷ୍ଟାଗ୍ରାମ  ( Instagram )
ଏଫ୍ଓଏମ୍ (FOMO) :ଫିୟର୍ ଅଫ୍ ମିସିଂ ଆଉଟ୍  (Fear of missing out)
ଏଏମ୍ (AMA) :ଆସ୍କ ମି ଏନିଥିଙ୍ଗ୍ ( Ask Me Anything )ଏଏଫ୍ଏଆଇକେ (AFAIK):ଆଜ୍ ଫାର୍ ଆଜ୍ ଆଇ ନୋ (As far As I Know)

No comments