Support

Breaking News

YouTube videos ଡାଉନଲୋଡ କେମିତି କରିବେ?

YouTube videos ଡାଉନଲୋଡ କେମିତି କରିବେ?

ଯଦି ଆପଣ YouTube ଭିଡିଓ କୁ ଆପଣଙ୍କର memory card କିମ୍ବା ଫୋନ୍ ମେମୋରୀରେ ସେଭ କରିବାକୁ ଚାହୁଁଛନ୍ତି? ଆସନ୍ତୁ ଜାଣିବା କିପରି YouTube ଭିଡିଓ କୁ ଡାଉନଲୋଡ କିପରି କରିବେ।

* ପ୍ରଥମେ youtube.com କିମ୍ବା youtube ଆପ୍ଲିକେସନକୁ ଖୋଲନ୍ତୁ, ଏବଂ ଆପଣଙ୍କର ମନପସନ୍ଦର ଭିଡିଓ କୁ ଓପେନ୍ କରନ୍ତୁ।

* ଭିଡିଓ ତଳେ ଥିବା ମେନୁକୁ ସିଲେକ୍ଟ କରନ୍ତୁ ଏହା ପରେ Share ଉପରେ କ୍ଲିକ୍ କରନ୍ତୁ।

* share ଉପରେ କ୍ଲିକ୍ କଲା ପରେ ଆପଣ Copy Link ଉପରେ କ୍ଲିକ୍ କରନ୍ତୁ। ଏହା ଆପଣଙ୍କ clipboard ରେ କପି ହୋଇଯିବ ।

* ଗୁଗଲ chrome browser ଖୋଲନ୍ତୁ, ସର୍ଚ୍ଚ ମେନୁରେ Save from net ଲେଖି ଏଣ୍ଟର କରନ୍ତୁ କରନ୍ତୁ ଏହା ପରେ ପେଜ ଉପରେ ଥିବା the fastest free YouTube download କୁ ଓପେନ୍ କରନ୍ତୁ କିମ୍ବା https://en.savefrom.net/1-how-to-download-youtube-video/  ଓପେନ୍ କରନ୍ତୁ ।

* ଏହା ପରେ କପି କରିଥିବା youtube ଭିଡିଓ ଲିଙ୍କ୍ କୁ Save from net ୱେବସାଇଟରେ ସର୍ଚ୍ଚରେ Paste କରିଦିଅନ୍ତୁ। ଏହା ପରେ ଆପେ ଆପେ ଆପଙ୍କ ସିଲେକ୍ଟ କରିଥିବା ଭିଡିଓ ଓପେନ ହୋଇଯିବ, ଆପଣ ଡାଉନଲୋଡ ମେନୁ ସିଲେକ୍ଟ କରି ଭିଡିଓଟିକୁ ଡାଉନଲୋଡ କରିପାରିବେ।

No comments