Support

Breaking News

Disable Facebook auto play videos |Odia Tech | ଫେସବୁକରେ ଭିଡିଓ ଅଟୋପ୍ଲେ ବନ୍ଧ୍ କେମିତି କରିବେ

ଆପଣଙ୍କ ଫେସବୁକ୍ ଆପରେ ଭିଡିଓ ଅଟୋପ୍ଲେ ହେଉଛି? ଭିଡିଓ ଆପେ ଆପେ ଚାଲିବା ଦ୍ବାରା ଆପଣଙ୍କ ଇଣ୍ଟରନେଟ ଡାଟା ବାଲାନ୍ସ ଜଲଦି ସହିଯିବାର ସମ୍ଭାବନା ରହିଛି।

ଆସନ୍ତୁ ଜାଣିବା ଫେସବୁକ୍ ରେ (Facebook) କେମିତି ଅଟୋ ପ୍ଲେ ଭିଡିଓ ବନ୍ଧ କରିବା ।

1. ପ୍ରଥମେ ଆପଣ Facebook ଆପ୍ ଖୋଲନ୍ତୁ. ଏହା ପରେ ଉପରେ ଥିବା ତିନୋଟି ଗାର ଉପରେ କ୍ଲିକ୍ କରନ୍ତୁ।

2. ଏହା ପରେ App settings ରେ କ୍ଲିକ୍ କରନ୍ତୁ।
Disable Facebook auto play videos | Odiatech

3. ଏହା ପରେ Auto play ଉପରେ କ୍ଲିକ କରନ୍ତୁ, ତା ପରେ never auto play ସିଲେକ୍ଟ କରନ୍ତୁ।
Disable Facebook auto play videos | odia tech
Disable Facebook auto play videos 

No comments