Support

Breaking News

How to add a missing place in Google Maps| odia tech

Google Maps ରେ ଆପଣ କୌଣସି ଜାଗା ଏଡ କରିବାକୁ ଚାହୁଁଛନ୍ତି??

Google Maps ରେ କୌଣସି ଜାଗା ଏଡ କରିବା ପାଇଁ ପ୍ରଥମେ,  ଆପଙ୍କର ମୋବାଇଲ ଫୋନ ରେ GPS/LOCATION ଓ Data/Internet ସେଟିଂକୁ On କରନ୍ତୁ, ଏହା ପରେ Google Map ଓପେନ୍ କରନ୍ତୁ ।


Map ଓପେନ୍ କରିବା ପରେ ମେନୁ ସିଲେକ୍ଟ କରନ୍ତୁ, Add a missing place ଉପରେ କ୍ଲିକ କରନ୍ତୁ । ଏହା ପରେ ଜାଗା Name, Address, Category ସବୁ ପୂରଣ କରି ସେଭ କରିପାରିବେ ଅଥବା ଏହା ସହିତ ଫୋଟୋ, ଫୋନ ନମ୍ବର, website, ମଧ୍ଯ ଏଡ କରି Google Maps ରେ ପୋଷ୍ଟ କରିପାରିବେ

No comments