Support

Breaking News

Amazon Audio sale offers | odia Tech

Odiatech.co.in image source Amazon.com

ଆପଣ ୧୦୦୦ ଟଙ୍କା ଭିତରେ ବ୍ରାଣ୍ଡେଡ୍ headphones ଖୋଜୁଛନ୍ତି? Sony, JBL, Sennheiser ପରି ବ୍ରାଣ୍ଡେଡ୍ କମ୍ପାନୀ ପକ୍ଷରୁ 60% ପଯ୍ୟନ୍ତ ରିହାତି ମିଲୁଛି ଆଜି Amazon.com ଅଡିଓ ସେଲ୍ ମାଧ୍ୟମରେ।

 Sony Mdr-ZX110A ଯାହାର ମୂଲ୍ୟ 1300 ଟଙ୍କା ତାହା ଏବେ 599 ଟଙ୍କାରେ ମିଳୁଛି। ଏହା ସହିତ 1 year warranty ଭି ମିଲୁଛି।
 Sennheiser CX 180 Street II ଯାହାର ମୂଲ୍ୟ 990 ଟଙ୍କା ତାହା ଏବେ 680 ଟଙ୍କାରେ ମିଳୁଛି।


boAt Bass Heads 225 In-Ear Bass Headphones ଯାହାର ମୂଲ୍ୟ 999 ଟଙ୍କା ତାହା ଏବେ 549 ଟଙ୍କାରେ ମିଳୁଛି।

Philips Bass+ SHE4305 Headphones ଯାହାର ମୂଲ୍ୟ 1300 ଟଙ୍କା ତାହା ଏବେ 599 ଟଙ୍କାରେ ମିଳୁଛି।

House of Marley Smile Jamaica EM-JE041-SB In-Ear Headphones ଯାହାର ମୂଲ୍ୟ 1990 ଟଙ୍କା ତାହା ଏବେ 999 ଟଙ୍କାରେ ମିଳୁଛି।

No comments