Support

Breaking News

ସାମସଙ୍ଗ କମ୍ପାନୀ ୪ଟି କ୍ୟାମେରା ସହ ଲଞ୍ଚ ହେଲା Galaxy A71

samsung.com
ସାମସଙ୍ଗ କମ୍ପାନୀ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍‌ କରିଛି। ଯାହାର ନାଁ ରହିଛି Samsung Galaxy A71। ଏହି ସ୍ମାର୍ଟଫୋନ୍‌ରେ ୬୪ ମେଗାପିକ୍ସେଲ୍‌ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଓ Infinity O ଡିସ୍‌ପ୍ଲେ ରହିଛି ଓ ୪୫୦୦mah ବ୍ୟାଟେରୀ ଦିଆଯାଇଛି ।ଫୋନ୍‌ଟି ଆସନ୍ତା ୨୪ ତାରିଖରୁ ଅଫ୍‌ଲାଇନ୍‌ ଷ୍ଟୋର ସେମତ ସାମସଙ୍ଗ ଓପେରା ହାଉସ୍‌, ସାମସଙ୍ଗ ଇ-ଶପ୍ ଓ ଇ-କମର୍ସ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ।
samsung.com

Samsung Galaxy A71ର ମୂଲ୍ୟ ୨୯ ହଜାର ୯୯୯ ଟଙ୍କା ରଖାଯାଇଛି ଏବଂ ଏହି ସ୍ମାର୍ଟଫୋନ କୁ 8GB ରାମ୍‌ ଓ 128GBର ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ସହ ଗୋଟିଏ ଭ୍ୟାରିଆଣ୍ଟରେ ଲଞ୍ଚ୍ କରିଛି। ଏହି ଫୋନ ତିନୋଟି ରଙ୍ଗରେ ଉପଲବ୍ଧ ହେବ ଆପଣ କ୍ରଶ ବ୍ଲୁ, ବ୍ଲାକ୍ ଓ ସିଲ୍‌ଭର୍‌ ୩ଟି କଲର ଅପଶନ୍‌ରେ କିଣିପାରିବେ।
samsung.com


Samsung Galaxy A71 technical Specifications.

Display - 16.95cm (6.7") FHD+ s AMOLED Plus Infinity-O display

Camera - Quad Rear Camera 64MP + 12MP + 5MP + 5MP, Front 32MP

Memory- 8GB+128GB Expandable Upto 512GB

Battery- 4500 mAh+ with 25W Super-Fast Charging  USB Type C

Processor -Snapdragon 730 (8nm) Octa-Core

OS-Android 10, Samsung One UI


No comments