Support

Breaking News

ଆସନ୍ତୁ ଜାଣିବା କେଉଁ ପୂଜା କଲେ କିଭଳି ଲାଭ ମିଳିଥାଏ।

ହିନ୍ଦୁ ଧର୍ମରେ ପୂଜନ, ଭଜନ, କୀର୍ତ୍ତନ ଯଜ୍ଞକୁ ଗୁରୁତ୍ୱ ଦିଆଯାଇଥାଏ ଏଥିଲାଗି ଆମେ ଘରେ ମଧ୍ୟ କେତେକ ପୂଜା କରିଥାଉ ଆସନ୍ତୁ ଜାଣିବା କେଉଁ ପୂଜା କଲେ କିଭଳି ଲାଭ ମିଳିଥାଏ
jay shree ram, lord hanuman wallpaper
ଗଣେଶ ପୂଜା: ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଏଥିପାଇଁ ଗଣେଶଙ୍କ ପୂଜନ ବ୍ୟତୀତ କୌଣସି ପୂଜା ସଂପୂର୍ଣ୍ଣ ନୁହେଁ ବୋଲି କୁହାଯାଏ। ଯେଉଁମାନେ ଗଣେଶ ପୂଜା କରିଥାନ୍ତି, ସେମାନେ ଉତ୍ତମ ସ୍ୱାସ୍ଥ୍ୟ, ଧନ, ସୁଖ ସମୃଦ୍ଧି ସଫଳତା ପ୍ରାପ୍ତ କରିଥାଆନ୍ତି
ହନୁମାନ ପୂଜା:ହନୁମାନ ଚାଳିସା ପାଠ କରିଲେ ମନରୁ ଭୟ ଦୂର ହୋଇଥାଏ। ଜୀବନରେ କଠିନ ସମସ୍ୟାର ସମ୍ମୁଖୀନ ହେବା ପାଇଁ ସାହସ ମିଳିଥାଏ
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ: ଏହି ମନ୍ତ୍ର ଜପ କରିଲେ ସବୁ ପ୍ରକାରର ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ    ସଫଳ ହେବାର ସୁଯୋଗ ବି ମିଳିଥାଏ
ଶନିଦେବଙ୍କ ପୂଜା: ମହାରାଷ୍ଟ୍ରର ସିଂଗନାପୁର ଠାରେ ସ୍ୱୟମ୍ଭୁ ଶନିଦେବଙ୍କ ମନ୍ଦିରରେ ତୈଳ ଢାଳିଲେ ବୈବାହିକ ବ୍ୟକ୍ତିଗତ ସମସ୍ୟା ଦୂରୀଭୂତ ହୋଇଥାଏ

ଲକ୍ଷ୍ମୀ ପୂଜା: ମାଲକ୍ଷ୍ମୀଙ୍କ ପୂଜା କରିଲେ ଜୀବନରେ ଉନ୍ନତିର ପଥ ପ୍ରଶସ୍ତ ହୋଇଥାଏ
ଶନିଦେବଙ୍କ ପୂଜା: ମହାରାଷ୍ଟ୍ରର ସିଂଗନାପୁର ଠାରେ ସ୍ୱୟମ୍ଭୁ ଶନିଦେବଙ୍କ ମନ୍ଦିରରେ ତୈଳ ଢାଳିଲେ ବୈବାହିକ ବ୍ୟକ୍ତିଗତ ସମସ୍ୟା ଦୂରୀଭୂତ ହୋଇଥାଏ
ପାର୍ଥିବ ଶିବ ଲିଙ୍ଗ ପୂଜା: ଗଙ୍ଗାନଦୀ କୂଳରେ ମାଟି ବା ବାଲିରେ ନିର୍ମିତ ଶିବ ଲିଙ୍ଗ ପୂଜାକୁ ପାର୍ଥିବ ଶିବଲିଙ୍ଗ ପୂଜା ବୋଲି କୁହାଯାଏ। ଏହି ପୂଜାର୍ଚ୍ଚନା କରିଲେ ଗ୍ରହ ଦୋଷ, ଦୁର୍ଭାଗ୍ୟ, ରୋଗ, ଦୁର୍ଘଟଣା ମାନସିକ ଚାପ ଦୂର ହୋଇଥାଏ
କାଳ ସର୍ପ ଦୋଷ ନିବାରଣ ପୂଜା: ଏହି ପୂଜା କରିଲେ କାଳ ସର୍ପ ଦୋଷଜନିତ ରିଷ୍ଟ ଖଣ୍ଡନ ହୋଇଥାଏ
ମଙ୍ଗଳ ଦୋଷ ନିବାରଣ ପୂଜା:ଯେଉଁମାନଙ୍କର ମାଙ୍ଗଳିକ ଦୋଷ ଥାଏ ବା ବ୍ୟକ୍ତିଗତ ଜୀବନରେ ଅସୁବିଧା ଉପୁଜେ, ସେମାନେ ଏଥିରୁ ମୁକୁଳିବା ଲାଗି ଏହି ପୂଜା କରିବା ଉଚିତ
ସତ୍ୟ ନାରାୟଣ ପୂଜା: ପୂର୍ଣ୍ଣିମା ତିଥିରେ ସତ୍ୟନାରାୟଣ ପୂଜା କରିଲେ, ମଣିଷ ଜୀବନରେ ସଫଳତା ପ୍ରାପ୍ତ କରିଥାଏ
କାତ୍ୟାୟନୀ ପୂଜା: ମାତା ଶକ୍ତିଙ୍କ କାତ୍ୟାୟନୀ ପୂଜା କରିଲେ ମାଙ୍ଗଳିକ ଦୋଷ ଦୂର ହୋଇଥାଏ। ଏହାଛଡା ବୈବାହିକ ଜୀବନରେ ସୁଖଶାନ୍ତି ମିଳିଥାଏ

No comments