Support

Breaking News

ଲଞ୍ଚ୍‌ ହେଲା Redmi 5 | Price , specification of Redmi 5

                                               ଲଞ୍ଚ୍‌ ହେଲା Redmi 5 | Price , specification of Redmi 5
ଲଞ୍ଚ୍‌ ହେଲା Redmi 5 । ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମୀ ପକ୍ଷରୁ ଏହି ନୂଆ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରାଯାଇଛି । ଫେବ୍ରୁଆରି ମାସରେ କମାନୀ ପକ୍ଷରୁ Redmi Note 5 ଓ Redmi Note Pro ଦୁଇଟି ମଡେଲ ଲଞ୍ଚ କରାଯାଇଥିଲା । Redmi 5 ସ୍ମାର୍ଟଫୋନ ଇ-କମର୍ସ ପ୍ଲାଟଫର୍ମ Amazon India ଓ Mi.com ୱେବସାଇଟ୍ ରେ ମାର୍ଚ୍ଚ ମାସ 20 ତାରିଖରୁ ଉପଲବ୍ଧ ହେବ ଏହି ଫୋନ ମଧ୍ୟ Mi Home store ରେ ଉପଲବ୍ଧ ହେବ ।


Redmi 5 - 5.7 ଇଞ୍ଚ୍‌ 18:9 ବ୍ୟାଜେଲ୍‌ ଲେସ୍ ଏଚଡି ଡିସପ୍ଲେ, ସହ ଆସୁଛି । ଏହି ସ୍ମାର୍ଟଫୋନଟି ସ୍ନାପଡ୍ରାଗନ 450 ଚିପସେଟ୍‌, 2Gb/3Gb/4Gb RAM ଓ 16Gb/ 32GB/64 GB ଇଣ୍ଟରନାଲ ଷ୍ଟୋରେଜ ସହ ଆସୁଛି । ଏହା 12MP ମେଗାପିକ୍ସେଲ ରିଅର କ୍ୟାମେରା ଓ 5MP ମେଗାପିକ୍ସେଲ ସେଲଫି କ୍ୟାମେରା LEd Flash ସହ ଆସୁଛି ।
RAM
STORAGE
PRICE OF Redmi 5
2 GB
16 GB
Rs. 7,999
3 GB
32 GB
Rs. 8,999
4 GB
64 GB
Rs. 10,999

ଫୋନର ପଛପାଖରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ଓ ଏହା 330pMAH ଏମଏଚ ବ୍ୟାଟେରୀ ସହ ଆସୁଛି।

 Read Also - Price, specifications of Redmi Note 5 and Redmi Note 5 Pro
odiatech.co.in

Buy Redmi 5 Online at Amazon India

No comments