Support

Breaking News

how to change name in facebook | ଫେସବୁକ୍ ରେ ନିଜ ନାଁ କେମିତି ଚେଞ୍ଜ କରିବେ?


ଯଦି ଆପଣ ଆପଣଙ୍କର ନାଁ ଫେସବୁକ୍ ରୁ ଚେଞ୍ଜ କରିବାକୁ ଚାହାଁନ୍ତି ତେବେ ଏହା ସମ୍ଭବ!

ଫେସବୁକ୍ ରେ ନିଜ ନାଁ କେମିତି ଚେଞ୍ଜ କରିବେ?

ଲ୍ୟାପଟପ୍  ଓ ଡେସ୍କଟପ ମାଧ୍ୟମରେ
1. ପ୍ରଥମେ Facebook ଲଗ୍ ଇନ୍ କରନ୍ତୁ।
2. ଡାହାଣ ପାଖ ଉପରେ 🔻▼ ତ୍ରିଭୁଜ ଚିହ୍ନ ଉପରେ କ୍ଲିକ୍ କରନ୍ତୁ।
3. ଏହା ପରେ ସେଟିଂ (Settings) ଉପରେ କ୍ଲିକ୍ କରନ୍ତୁ। ସେଟିଂ ରେ କ୍ଲିକ କଲା ପରେ General Accounts Settings ଦେଖନ୍ତୁ।
4. General account settings ରେ ଆପଣ Name ଅପ୍ସନରେ ଥିବା Edit ଉପରେ କ୍ଲିକ କରନ୍ତୁ।
5. ଏହା ପରେ ଆପଣ First Name, Middle name, surname, ପୂରଣ କରି Review Change ରେ କ୍ଲିକ କରନ୍ତୁ।
6. Review Change ରେ କ୍ଲିକ କଲା ପରେ ଆପଣ ଆପଣଙ୍କର Facebook password ଇଣ୍ଟର କରି save changes ରେ କ୍ଲିକ କରିଦିଅନ୍ତୁ । ଏହା ପରେ ଆପଙ୍କର ନାଁ Facebook ରେ ଚେଞ୍ଜ ହୋଇଯିବ ।

Facebook ଆପ୍ଲିକେସନ ଦ୍ୱାରା।
1. ଫେସବୁକ୍ ଆପ୍ ଓପେନ୍ କରନ୍ତୁ।
2. ଡ଼ାହାଣ ପାଖରେ ଥିବା ତିନୋଟି ଗାର ଆଇକନ ଉପରେ କ୍ଲିକ କରନ୍ତୁ।
3.ଏହା ପରେ Account settings କୁ ଯାଆନ୍ତୁ। General ଅପ୍ସନ ରେ କ୍ଲିକ କରନ୍ତୁ।
4.  NAME ଉପରେ କ୍ଲିକ କରନ୍ତୁ, ଏହା ପରେ ଆପଣ First Name, Middle name, surname, ପୂରଣ କରି Review Change ରେ କ୍ଲିକ କରନ୍ତୁ।
6. Review Change ରେ କ୍ଲିକ କଲା ପରେ ଆପଣ ଆପଣଙ୍କର Facebook password ଇଣ୍ଟର କରି save changes ରେ କ୍ଲିକ କରିଦିଅନ୍ତୁ।

ଏଠାରେ କହିରଖିଛୁ ଯେ ଥରେ ନାଁ ଚେଞ୍ଜ କଲେ 60 ଦିନ ଭିତରେ ଆଉ ଏହାକୁ ବଦଳାଇ ହେବ ନାହିଁ।

No comments