Support

Breaking News

upto 8000 rupees cashback on Samsung Mobiles

ସାମସଙ୍ଗ ପକ୍ଷରୁ ଆମାଜନରେ ଏକ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି ଏହାର ନାମ ହେଉଛି ସାମସଙ୍ଗ ହାପି ଆରସ୍ ଡିସେମ୍ବର ୧୨ ତାରିଖରେ ଦିନ ୧୨ଟାରୁ ଟା ମଧ୍ୟରେ ସାମସଙ୍ଗ ମୋବାଇଲ କ୍ରୟ ଉପରେ ୬୭୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ କମ୍ପାନି ପକ୍ଷରୁ ମଧ୍ୟ କ୍ରିସମାସ୍କାର୍ଣ୍ଣିଭାଲ୍ସେଲ୍ସାମସଙ୍ଗ ଷ୍ଟୋରରେ ଉପଲବ୍ଧ ହେଉଛି ଏହା ଡିସେମ୍ବର ୮ରୁ ୧୫ ପର୍ଯ୍ୟନ୍ତ ଖୋଲା ରହିବ ଏହାମାଧ୍ୟମରେ ସାମସଙ୍ଗର ସ୍ମାର୍ଟଫୋନ, ଟିଭି ଅଡିଓ ଡିଭାଇସ ଆଦି ବିଭିନ୍ନ ପ୍ରଡକ୍ଟ ଉପରେ ଅଫର ମିଳିପାରିବ



Samsung ପକ୍ଷରୁ ନିଜର galaxy , s8 , S8 Plus ,note 8,ଉପରେ 8000 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ପ୍ରଦାନ କରାଯାଉଛି ସାମସଙ୍ଗ ପକ୍ଷରୁ ଏହି କ୍ୟାସବ୍ୟାକ୍‌ Paytm Mall ସହିତ ହୋଇଥିବା ସହଭାଗିତା ମାଧ୍ୟମରେ ପ୍ରଦାନ କରାଯାଉଛି ଏହି ସହଭାଗିତା ଅନୁଯାୟୀ ସାମସଙ୍ଗ ଗାଲାକ୍ସି ସ୍ମାର୍ଟଫୋନ କ୍ରୟ କଲେ ଗ୍ରାହକ ଉପରୋକ୍ତ ଆକର୍ଷଣୀୟ କ୍ୟାସବ୍ୟାକ ସୁବିଧା ପାଇପାରିବେ ତେବେ ଏଥିପାଇଁ ଗ୍ରାହକଙ୍କୁ ଏକ ନିଦ୍ଦିଷ୍ଟ ପଦ୍ଧତି ଦେଇ ଯିବାକୁ ପଡିବ ପ୍ରଥମେ ଜାଣନ୍ତୁ କେଉଁ କେଉଁ ହ୍ୟାଣ୍ଡସେଟରେ ଏହି ଅଫର ଉପଲବ୍ଧ


ଏହି ଅଫରଟି galaxy s8, S8 Plus note8, galaxy c9 Pro, Galaxy c7 Pro, Glaxy J9 prime ସ୍ମାର୍ଟଫୋନରେ ଉପଲବ୍ଧ ଏହି ଅଫର ପାଇବା ପାଇଁ ଗ୍ରାହକ ସାମସଙ୍ଗ ଷ୍ଟୋରକୁ ଯାଇ ନିଜ ଉପରୋକ୍ତ ତାଲିକାରୁ ନିଜ ପସନ୍ଦର ସ୍ମାର୍ଟଫୋନ ବାଛିବେ ଏହାପରେ ସେ ପେଟିଏମ୍ମଲ କ୍ୟୁଆର ସ୍କାନ କରିସାରି ଦେୟ ପ୍ରଦାନ କରିବେ ଏହା ପରେ ହିଁ ସେ ଏହି ଅଫର ପାଇବା ପାଇଁ ଯୋଗ୍ୟ ହୋଇପାରିବେ ପେଟିଏମ ମଲ୍ସହ ସାମସଙ୍ଗର ସହଭାଗିତା ଦ୍ୱାରା ଗ୍ରାହକ ସୁଲଭ ମୂଲ୍ୟରେ ଗାଲାକ୍ସି ସ୍ମାର୍ଟଫୋନ ପାଇପାରିବେ ବୋଲି ସାମସଙ୍ଗ ଇଣ୍ଡିଆ ପକ୍ଷରୁ କୁହାଯାଇଛି

No comments