Support

Breaking News

Patanjali Ayurved Jump Into Solar Power Business


ଯୋଗଗୁରୁ ବାବା ରାମଦେବ ସୌରଶକ୍ତି ଉପକରଣ ଉତ୍ପାଦନ କରିବେ। ସୌରଶକ୍ତି ଉତ୍ପନ ପାଇଁ ଆବଶ୍ୟକ ଉପକରଣ ମ୍ୟାନୁଫାକ୍‌ଚର କରିବା ପାଇଁ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‌ ୧୦୦ କୋଟି ଟଙ୍କା ପୁଞ୍ଜି ନିବେଶ ଯୋଜନା ରଖିଛି ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣନ୍‌ କହିଛନ୍ତି। ଏହା ଦ୍ୱାରା ପତଞ୍ଜଳି ପ୍ରଥମଥର ପାଇଁ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ଭିତ୍ତିଭୂମି)କ୍ଷେତ୍ରରେ ପ୍ରବେଶ କରିବ ବୋଲି ସେ କହିଛନ୍ତି। ଆଉ କିଛି ବର୍ଷ ମଧ୍ୟରେ ଏଥିପାଇଁ ଗ୍ରେଟର ନୋଏଡା ଠାରେ ଏକ ଫ୍ୟାକ୍ଟ୍ରି ପୂର୍ଣ୍ଣ କର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରହିଛି ବୋଲି ବାଲ୍‌କ୍ରିଷ୍ଣନ୍‌ କହିଛନ୍ତି।

No comments