Support

Breaking News

how to save Internet Data from youtube | ୟୁଟୁବ ରେ ମୋବାଇଲ ଇଣ୍ଟରନେଟ ଡାଟା କେମିତି ସେଭ କରିବେ |odia tech

YouTube ରେ ଭିଡିଓ ଦେଖିଲେ ଆପଙ୍କର ଇଣ୍ଟରନେଟ ଡାଟା ଜଲଦି ସରିଯାଉଛି? YouTube ରେ ଭିଡିଓ ଦେଖୁଥିବା ସମୟରେ ଭିଡିଓଟିର Quality କମ କରିଦେଲେ ଆପଣ ବେଶି ସମୟ ଭିଡିଓ ଦେଖିପାରିବେ। ଯଦି ଆପଣଙ୍କର ୟୁଟୁବ video quality auto ଅଥବା 720P, 1080P ଅଛି ତେବେ ଏହାକୁ 360p କୁ ସିଲେକ୍ଟ କରିଦିଅନ୍ତୁ।

No comments