Support

Breaking News

10.or D launched in India for Rs. 4,999

redmi 5A killer 10.or D launched in India for Rs. 4,999 | odia tech

 Register Here
ସ୍ମାର୍ଟ ଫୋନ କମ୍ପାନୀ TenOr (10.Or) ଏହାର ନୂଆ ହ୍ୟାଣ୍ଡସେଟ 10.Or D Amazon.In ୱେବସାଇଟ୍ ରେ ଲଞ୍ଚ କରିଦେଇଛି ଏହି ଫୋନ Redmi 5A କୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି 10.or D ପ୍ରଥମ ସେଲ୍ 5th January 2018 ରେ Amazon.In ଉପଲବ୍ଧ ହେବ


10.OrD ମୂଳ ବିଶେଷତ୍ଵ ହେଲା ଏହାର ମୁଲ୍ୟ, ଏହି ଫୋନ 2GbRAM, 16ROM, 3GB RAM, 32GB ROM ଦୁଈଟି version ରେ ଉପଲବ୍ଧ ହେବ 2Gb Ram ମୂଲ୍ୟ 4999 ଟଙ୍କା ଥିବାବେଳେ 3gb Ram ମୂଲ୍ୟ 5999 ରଖାଯାଇଛି

10.Or D ଫୋନରେ 5.2HD (720x1280) Display ଦିଆଯାଇଛି ଏହି ଫୋନ 2GB, 3GB RAM ସହିତ 1.4Ghz snapdragon 425 processor ଦିଆଯାଇଛି ଫୋନରେ ପଛ ପଟରେ Fingerprint scanner ଅଛି ଯାହା ଫୋନ ସ୍କ୍ରିନ୍ unlock କରିବାକୁ ମାତ୍ର 0.3second ସମୟରେ ସକ୍ଷମ ହେବ

 Buy on Amazon

10.OrD ଫୋନରେ 13MP Rear କ୍ୟାମେରା 5MP front facing କ୍ୟାମେରା ଦିଆଯାଇଛି ଫୋନରେ 3500Mah battery ଦିଆଯାଇଛି ଯାହା 10 ଦିନ ଧରି standby ରହିବ ଫୋନ OTG, WIFI, BLUETOOTH, MICRO USB, 3.5MM AUDIO JACK connectivity ସୁବିଧା ମଧ୍ଯ ରହିଛି

10.or D Technical Specifications
DISPLAY
5.2   inch HD,  dispaly
RAM
2GB/3GB
ROM
16GB/32GB
CAMERA
13 MP rear , 5MP selfie
BATTERY
3500mAh
SOFTWARE
Android 7.1.2
PROCESSOR
1.4 Ghz, Snapdragon 425
CONNECTIVITY
FingerPrint Scanner, OTG, Micro USB, 3.5 mm Audio Jack, FM radio
PRICE
4,999(2GB/16GB) 5,999(3GB/32GB)


No comments